Surprise Me!

Drugs Addicted Movie Star | ନିଶାଡ଼ି ସିନେ ତାରକା | THE Quiver

2022-07-25 1 Dailymotion

#ନିଶାଡ଼ି_ସିନେ_ତାରକା
#ରାଜରାସ୍ତାରେ_କରୁଛନ୍ତି_ତାମସା
ଆମ ସିନେ ତାରକା । ବଲିଉଡ ହୁଅନ୍ତୁ କି ଓଲିଉଡ । ସେମାନେ ଆଗରେ ଗୋଟେ ପଛରେ ଆଉ ଗୋଟେ । ଆଗରେ ସମାଜ ସୁଧାରକର ଭୂମିକା ନେଉଥିବା ବେଳେ ପଛରେ ସମାଜକୁ ଧ୍ୱଂସ କରିଦେଉଛନ୍ତି । ବେଶ୍ ସତ୍ ଚରିତ୍ର ଭୂମିକାରେ ଅଭିନୟ କରୁଛନ୍ତି । କିନ୍ତୁ ବାସ୍ତବ ଚରିତ୍ର ତାଙ୍କର ନିଶାଶକ୍ତ । ନିଶାରେ ମସଗୁଲ ହୋଇ ସେମାନେ ବାଣ୍ଟୁଛନ୍ତି ସଚେତନର ବାର୍ତ୍ତା । ଏହି ନିଶା ପାଇଁ ଚାଲିଯାଉଛି ଅନେକ ମୂଲ୍ୟବାନ ଜୀବନ । ତଥାପି ଚେତୁନାହାନ୍ତି ଏମାନେ । ରାଜରାସ୍ତାରେ ତାମସା କରୁଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #LatestNews #sinestar #nisha #OllywoodActor #bollywoodstars #updatenews
Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Buy Now on CodeCanyon